ତେ
ଦେଖଣା
ତେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ପ୍ରତ୍ୟୟ) (ବଙ୍ଗଳା ଭାଷାର ବ୍ୟବହାରରୁ ବାଲେଶ୍ୱର ମେଦିନୀପୁର ଆଦି ଅଞ୍ଚଳରେ ବ୍ୟବହୃତ, ଅସମାପିକା କ୍ରିୟା ସଙ୍ଗେ ଲାଗେ)
[ସମ୍ପାଦନା]- ୧. ନିମିତ୍ତ ବା ହେତୁ ଅର୍ଥକ ବିଭକ୍ତି — ୧. An ending attached to the present participle of verbs to denote (for).
କାମେ ଭ୍ରମାଭ ଭୃତ୍ୟ ଚିତ୍ତ ଜାଣିତେ ଭକ୍ତ କି ଅଭକ୍ତ—ଜଗନ୍ନାଥ, ଭାଗବତ
[ଦ୍ରଷ୍ଟବ୍ୟ —ଏହା ମଧ୍ୟ ବୈଷ୍ଣବ ଯୁଗର କବିତାରେ ଓ ଜଗନ୍ନାଥଙ୍କ ଭାଗବତରେ ଦେଖାଯାଏ]