Jump to content

ତେଘାଟି

ଉଇକିଅଭିଧାନ‌ରୁ

ତେଘାଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରି ଓ ଘାଟ)

[ସମ୍ପାଦନା]
୩.ଟି ଘାଟ ଯୁକ୍ତ ପର୍ବତ ବା ଗିରିସଙ୍କଟ ସ୍ଥାନ —A hill or place having three mountain passes.

ଦେଖ ହୁତାଶନ ତେଘାଟି ଅଚଳେ ଏଣେ ତିନିଠାଅ ଦାଉ ଦାଉ ଜଳେ—ଅଜୟଚନ୍ଦ୍ର, ଶେଷବନ୍ଦୀ

ବିଶେଷଣ -

[ସମ୍ପାଦନା]

ତିନିଘାଟିଆ; ତିନି ଘାଟବିଶିଷ୍ଟ (ଜଳାଶୟ) — (a tank) Having three wharves or bathing places.