Jump to content

ତେଙ୍ଗୁଡ଼ିବା

ଉଇକିଅଭିଧାନ‌ରୁ

ତେଙ୍ଗୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ତେଙ୍ଗଡ଼ିବା, ତେଙ୍ଗଡ଼ା ତେଙ୍ଗୁଡ଼ି କରିବା, ତେଙ୍ଗେଡ଼ିବା ଅନ୍ୟରୂପ

ଦେଶଜ - ତ୍ରି. (ସଂସ୍କୃତ - ତ୍ୟ୍ରଙ୍ଗଟ)

[ସମ୍ପାଦନା]

ଥରେ ପାକରେ ବ୍ୟବହୃତ ହୋଇ ଥିବା ପାକ ପାତ୍ରଗୁଡ଼ିକ ଧୂଆଧୋଇ କରି ପୁଣି ପାକ କରିବା ପୂର୍ବରୁ ସେଗୁଡ଼ିକ ହାଣ୍ଡିଶାଳ ଘରର ତେଙ୍ଗ— ଡ଼ାରେ ସଜ୍ଜିତ କରି ରଖିବା —To arrange the empty pots in the niches in order after washing them when they are emptied of their contents.