ତେଜ
ଦେଖଣା
ତେଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତେଜସ୍)
[ସମ୍ପାଦନା]- ୧. କାନ୍ତି; ଦୀପ୍ତି; ଭାତି — ୧. Glamour; radiance.
ବିକାରେ କି ତେଜ ଦିଶୁଛି ପଚାରିଲା କୃଷ୍ଣସିଂହ. ମହାଭାରତ. ବନ
- ୨. ପରାକ୍ରମ; ପ୍ରତାପ —୨. Might; prowees.
- ୩. ରାଗ —୩. Anger; wrath.
- ୪. ଉନ୍ମାଦନ —୪. Irritation; excitement.
ଦିନେଟି ଅକ୍ଷିର କ୍ଷୀର ଜାତ ମୋ ରାମର ମାର ତେଜେ ସୁମଜ ଦୀପର ପର ହେ ଭଞ୍ଜ, ପ୍ରେମସୁଧାନିଧି
- ୫. ଶକ୍ତି; ଫୁର୍ତ୍ତି; ଚାଞ୍ଚଲ୍ୟ — ୫. Energy; spirity; activity.
- ୬. ଦାଉ; ଜୋର୍ —୬. Force; brunt.
- ୭. କଥା ଉପରେ ଦିଆଯିବା ଜୋର୍ — ୭. Stress; emphasis.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତେଜ୍)
[ସମ୍ପାଦନା]- ୧. ତୀକ୍ଷ୍ଣ; ତୀବ୍ରତା — ୧. Sharpness; Keenness; acuteness.
- ୨. ଅସହ୍ୟତା —୨. Unbearableness.
- ୩. ତେଜୀ (ଦେଖ) - —୩. Tejī (See)
- ୪. ଶୀଘ୍ରଗାମିତ; ବେଗ — ୪. Swiftness of motiou; velocity.
ଦେଶଜ - ବିଶେଷଣ - (ଫାରାସୀ - ତେଜ୍)
[ସମ୍ପାଦନା]- ୧. ଦୁର୍ମୁଲ୍ୟ; ମହର୍ଗ; ମହଙ୍ଗା (ବସ୍ତୁ) — ୧. Dear (in price); of high price.
(ଯଥା—ଘିଅର ବଜାର ଭାରି ତେଜ ହୋଇଅଛି)
- ୨. ତୀକ୍ଷ୍ଣ; ଦାଢୁଆ; —୨. Sharp-edged.
- ୩. ଶୀଘ୍ରଗାମୀ; ବେଗବାନ୍ — ୩. Fleet of foot; swift.
- ୪. କଡ଼ା; କଡ଼ୁଆ; ରାଗା —୪. Pungent; acrid.
- ୫. ଉଗ୍ର; ପ୍ରଚଣ୍ଡ —୫. Acute; violent.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବିଚକ୍ଷଣ —୧. Intelligent; of sharp intellect.
- ୨. ଆଶୁ ଫଳପ୍ରଦ —୨. Instantaneous in effect.
- ୩. ଚପଳ; ଚଞ୍ଚଳ; ଅସ୍ଥିର —୩. Restless; fickle-minded.
- ୪. କଡ଼ା ମିଞ୍ଜାସ —୪. Of irritable temper.
ତେଜ ଘରର ସେଜ ପିଇ, ମାଇଗୁଲିଆ ଘରର ଭାତ ନ ଖାଇ—ଢଗ