ତେଜଃ
ଦେଖଣା
ତେଜଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତେଜସ୍ ଶବ୍ଦ. ତିଜ୍ ଧାତୁ—ତୀକ୍ଷ୍ଣ କରିବା+ କର୍ତ୍ତୃ. ଅସ୍)
[ସମ୍ପାଦନା]- ୧. ଉତ୍ତାପ —୧. Heat.
- ୨. ଦୀପ୍ତି; ଜ୍ୟୋତି; ଆଭା; ଚମକ —୨. Glamour; Iustre; glow; glare; splendour; brilliance.
- ୩. ଆଲୋକ —୩. Light.
- ୪. ଘୋଟକର ବେଗ —୪. Velocity; swiftness; the speed of a horse.
- ୫. ଦାଉ; ପ୍ରତାପ; ପ୍ରଭାବ —୫. Spirit; ardour; energy; vigour.
- ୬. ଜୋର୍; ବଳ; ଶକ୍ତି; ପରାକ୍ରମ ୬. Might; force; strength; brunt; power.
- ୭. ରେତଃ; ଶୁତ୍ର; ବୀର୍ଯ୍ୟ — ୭. Semen; semen seed; semen virile.
- ୮. ସତ୍ୱ; ପୌରୁଷ; ପୁରୁଷପଣିଆଁ — ୮. Virility; vitality.
- ୯. ଘୃତ —୯. Ghee.
- ୧. ଦର୍ପ; ଅହଙ୍କାର; ଉଦ୍ଧତ ପଣ — ୧୦. Haughtiness; arrogance.
- ୧୧. ପିତ୍ତ —୧୧. Bile.
- ୧୨. ସୁବର୍ଣ୍ଣାଦି ଧାତୁ —୧୨. Metal (e.g. gold, silver)
- ୧୩. ବ୍ରହ୍ମ —୧୩. Brahma or the prime Essence of the universe.
- ୧୪. ମଗଜ; ମଜ୍ଜା —୧୪. Brain; marrow.
- ୧୫. କୌଣସି ବସ୍ତୁର ସାର ଭାଗ —୧୫. Essence; pith; quintessence.
- ୧୬. ସୁନା (ହିନ୍ଦୀ - ଶବ୍ଦସାଗର) —୧୬. Gold.
- ୧୭. ମଖନ; ଲହୁଣି; (ହିନ୍ଦୀ - ଶବ୍ଦସାଗର) —୧୭. Butter.
- ୧୮. (ଦର୍ଶନ ଶାସ୍ତ୍ର) ସତ୍ୱ ଗୁଣରୁ ଉତ୍ପନ୍ନ ଲିଙ୍ଗଶରୀର — ୧୮. (Hindu philosophy) The material body born of the Satwa element of nature.
- ୧୯. ପଞ୍ଚ ମହାଭୂତରୁ ଏକତମ; ଅଗ୍ନି —୧୯. Fire, one of the ୫ elements of neture according to the Hindu philosophy.
[ ଦ୍ର—ଏଥିର ଗୁଣ—ଶବ୍ଦ, ସ୍ପର୍ଶ ଓ ରୂପ; ଏଥିରୁ ତାପ ଓ ଆଲୋକ ବାହାରେ]
- ୨. ମନୁଷ୍ୟ ଦେହରେ ପ୍ରକାଶିତ ଉଜ୍ଜ୍ୱଳତା ବା ଆଭା — ୨୦. The bright appearance of the human body (Apte).
- ୨୧. ବୀରତା; ସାହସ —୨୧. Courage; valour (Apte).
- ୨୨. ବୀରତ୍ୱସୂଚକ ପ୍ରଭା — ୨୨. Martial or heroic Iustre (Apte).
- ୨୩. ବୀରୋଚିତ ପ୍ରଭାବିଶିଷ୍ଟ ବ୍ୟକ୍ତି — ୨୩. One possessed of heroic lustre (Apte).
- ୨୪. ଚରିତ୍ର ବଳ (ଯାହା ଅପମାନ ବା ମନ୍ଦ ବ୍ୟବହାର ସହ୍ୟ କରି ପାରେ ନାହିଁ) —୨୪. The strength of character which does not brook insult or ill treatment (Apte).
- ୨୫. ଗୌରବ; ମହତ୍ୱ — ୨୫. Majesty; dignity (Apte).
- ୨୬. ଚକ୍ଷୁର ପ୍ରଭା ବା ନିର୍ମଳତା — ୨୬. Clearness of the eyes (Apte).
- ୨୭. ଉଜ୍ଜ୍ୱଳ ବସ୍ତୁ — ୨୭. A shining or luminous body (Apte).
- ୨୮. ପ୍ରଚଣ୍ଡତା; ତୀବ୍ରତା —୨୮. Violence; fierceness; ferocity (Apte).
- ୨୯. ଅଧୀରତା —୨୯. Impatience (Apte).
- ୩. ପ୍ରଚଣ୍ଡତା; ଉଗ୍ରତା — ୩୦. Smartness; acuteness; keenness.
- ୩୧. ସୂର୍ଯ୍ୟ (ଗାଙ୍ଗୁଲୀ) —୩୧. The sun.