ତେଜଣା
ଦେଖଣା
ତେଜଣା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତେଜନ)
[ସମ୍ପାଦନା]- ୧. ତୀକ୍ଷ୍ଣୀକରଣ; ପଜାଇବା — ୧. Act of whetting; sharpening.
- ୨. ଜଳୁଥିବା ପ୍ରଦୀପର ବଳିତାକୁ ତେଜିବା ନିମନ୍ତେ ବ୍ୟବହୃତ ଶଳାକା ବା କାଠୀ —୨. A pick used to trim or push up the wick of a burning oil lamp a trimmer.
- ୩. ଦୀପକୁ ତେଜିବା —୩. The trimming of the wick of a lamp; the act of pushing up the wick of a burning lamp.