ତେଜବନ୍ତ
ଦେଖଣା
ତେଜବନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତେଜବନ୍ତ
|
(ତେଜଧାରୀ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ତେଜୋବତ୍)
[ସମ୍ପାଦନା]ତେଜୋବାନ୍ (ଦେଖ) - Tejobān (See)
ସୁନ୍ଦର ସ୍ୱର ତେଜବନ୍ତ ସକଳ ସୁବିଦ୍ୟା ପଣ୍ଡତ ଭୂପତି. ପ୍ରେମପଞ୍ଚାମୃତ
[ଦ୍ରଷ୍ଟବ୍ୟ —ସଂସ୍କୃତ - ବତୁପ୍ ଓ ମତୁପ୍ ପ୍ରତ୍ୟୟ ନିଷ୍ପନ୍ନ ପଦମାନ ଯଥାକ୍ରମେ ଓଡ଼ିଆରେ ପୁଂ. ବନ୍ତ, (ପ୍ରାଚୀନ ପଦ୍ୟାଦିରେ ବନ୍ତା) ଓ ସ୍ତ୍ରୀ ବନ୍ତୀ ଏବଂ ପୁଂ. ମନ୍ତ, (ପ୍ରାଚୀନ—ମନ୍ତା) ଓ ସ୍ତ୍ରୀଲିଙ୍ଗରେ ମନ୍ତୀ ହୋଇ ବ୍ୟବହୃତ ହୁଏ]