ତେଜସ୍ୱିନୀ
ଦେଖଣା
ତେଜସ୍ୱିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ତେଜସ୍ୱୀନ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ମହାଜ୍ୟୋତି— ସ୍ମତୀ ଲତା —୧. A kind of phosphores cent herb.
- ୨. ତେଜୋବିଶିଷ୍ଟା ସ୍ତ୍ରୀ —୨. A vigorous woman.
- ୩. ତେଜୋବତୀ (ଦେଖ) - ୩. Tejobatī (See)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ତେଜସ୍ୱୀର ସ୍ତ୍ରୀଲିଙ୍ଗ — Feminine of Tejaswī (See)