Jump to content

ତେଜି ଉଠିବା

ଉଇକିଅଭିଧାନ‌ରୁ

ତେଜି ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଭାରି ରାଗିଯିବା — ୧. To be very angry.

କହୁଁ କୁହଁ ଏ ଦୁହିଙ୍କରେ କ୍ରୋଧ ତେଜ ଉଠିଲା ମଧୁସୁଦନ. ଉତ୍ତର ରାମଚରିତ

୨. ଅପେକ୍ଷାକୃତ ତେଜସ୍ୱର ହେବା — ୨. To be brighter to some extent.