Jump to content

ତେଜେଇବା

ଉଇକିଅଭିଧାନ‌ରୁ

ତେଜେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ତେଜିବା କ୍ରିୟାର ଣିଜନ୍ତରୂପ — ୧. The causative form of 'Tejibā
୨. ତ୍ୟାଗ କରାଇବା — To cause to quit.

ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ ଭଞ୍ଜ; ବୈଦେହୀଶ ବିଳାସ