Jump to content

ତେଜୋମୟ

ଉଇକିଅଭିଧାନ‌ରୁ

ତେଜୋମୟ

ଉଚ୍ଚାରଣ

[ସମ୍ପାଦନା]
(ତେଜୋମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତେଜସ୍+ବହୁଳାର୍ଥେ. ମୟ)

[ସମ୍ପାଦନା]

ତେଜସ୍ୱୀ; ଜ୍ୟୋତିର୍ମ୍ମୟ —Dazzling; luminous. glorious; vigorous.

[ ଦ୍ର—ତେଜସ୍ ଶବ୍ଦ ସଙ୍ଗେ ଶବ୍ଦ ଯୁକ୍ତ ହୋଇ ନାନା ଶବ୍ଦ ନିଷ୍ପନ୍ନ ହୁଏ ଯଥା—ତେଜୋମୂର୍ତ୍ତି; ତେଜୋରୂପ; ତେଜଃ— ଶାଳୀ; ତେଜଃପୁଞ୍ଜ; ତେଜପୂର୍ଣ୍ଣ]