ତେଜୋମୟୀ
(ସଂସ୍କୃତ - ତେଜୋମୟ) ତେଜୋମୟ (ଦେଖ) - Tejomaya (See)
ରୂପ ଅତ୍ୟନ୍ତ ଶୋଭା ପାଇ, ସୂର୍ଯ୍ୟର ପ୍ରାୟ ତେଜୋମୟୀ ଜଗନ୍ନାଥ ଭାଗବତ