Jump to content

ତେଜ୍ୟା

ଉଇକିଅଭିଧାନ‌ରୁ

ତେଜ୍ୟା

ଉଚ୍ଚାରଣ

[ସମ୍ପାଦନା]

===ଦେଶଜ - (ସଂସ୍କୃତ - ତ୍ୟଜ୍ ଧାତୁ)

ତ୍ୟଜନ; ତ୍ୟାଗ — Giving up; abandonment.

ଦେଖି ନୀରଜାକ୍ଷି ରୀତିକି କାଦମ୍ୱିନୀ ବାଣୀଜା, ଶଚୀକଳା ସହ ବିକଳା କରି ଲୋତକ ତେଜ୍ୟା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ