ତେଜ କାଢ଼ିବା
ଦେଖଣା
ତେଜ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତେଜ କାଢ଼ିବା
|
[ତେଜଦେଖା(ଖେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ରାଗ ଦେଖାଇବା — ୧. To give vent to one's anger.
- ୨. ପ୍ରଭାବ ଦେଖାଇବା —୨. To show one's mettle or spirit or energy.
- ୩. ଗର୍ବ ଦେଖାଇବା —୩. To show haughtiness.
- ୪. ବାଲିଙ୍ଗି କରିବା —୪. To arrogate; to brag.