Jump to content

ତେଡ଼ିକି

ଉଇକିଅଭିଧାନ‌ରୁ

ତେଡ଼ିକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତାବକ୍)

[ସମ୍ପାଦନା]
୧. ସେହି ପରିମିତ — ୧. So much; such.

ଯେଡ଼ିକି ଦିଅଁକୁ ତେଡ଼ିକି ପୂଜା, ବାଲି ଗରଡା଼କୁ ଚାଉଳଭଜା ଢଗ

୨. ସେହି ଆକାରବିଶିଷ୍ଟ; ତଦାକାର — ୨. Of that magnitude.
୩. ଅତ୍ୟନ୍ତ —୩. Excessive; too much.

(ଯଥା—ତା ଘରେ ତେଡ଼ିକି ଅନୀତି ହେବାରୁ ମୁଁ ତା ଘର ଛାଡ଼ି ପଳାଇ ଆସିଲି)

କ୍ରି.ବିଶେଷଣ -

[ସମ୍ପାଦନା]
୧. ସେହି ପରିମାଣରେ —୧. So much; such.
୨. ଅତ୍ୟନ୍ତ; ବିଶେଷ ଭାବରେ —୨. Too much.

(ଯଥା—ତା ରୋଗ ତେଡ଼ିକି ବଳାଇବାରୁ ତାକୁ ଡାକ୍ତର— ଖାନାକୁ ଘେନି ଆସିଲୁଁ)