Jump to content

ତେଡ଼େ

ଉଇକିଅଭିଧାନ‌ରୁ

ତେଡ଼େ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ତେଡୢକି (ଦେଖ) - ୧. Teṟḍ̠iki (See)

ବେଦବ୍ୟାସ ଗୋସାଇଁ ଶିଷ୍ୟ ସୁତ ଘେନ, ସଦସ୍ୟ ସେ ଯାଗରେ ହେଲେ ତେଡ଼େ ମୁନି କୃଷ୍ଣସିଂହ, ମହାଭାରତ. ଆଦି

କ୍ରି. ବିଶେଷଣ -

[ସମ୍ପାଦନା]

ତେଡ଼ିକି (ଦେଖ) - —Teṟḍ̠iki (See)

ତୂ ତେଣେ ତେ଼ଡ଼େ ବଣ ନୋହୁ ନିଷ୍କାମେ ଯେଡ଼େ ତୋଷ ହେଉ ଜଗନ୍ନାଥ, ଭାଗବତ

୨. ସେତେବଡ଼ ଗୁଣ ବା ଗରିମାବିଶିଷ୍ଟ — ୨. Possessing so many qualities; so great; a; such a great.