Jump to content

ତେଡ଼େଭଳି

ଉଇକିଅଭିଧାନ‌ରୁ

ତେଡ଼େଭଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. ତାଦୃଶ — ୧. Such.
୨. ତେତେବଡ଼ — ୨. So great; such a great. (preson).

ମୃଗୟାରେ ସେ ବୁଲି ବହୁତ ପର୍ବତ, ତେଡେ ଭଳି ନୃପ ପାଇଲେ ଅତି ଶ୍ରାନ୍ତ କୃଷ୍ଣସିଂହ. ମହାଭାରତ ଆଦି