ତେଢ଼ା ତେଢ଼ି
ଦେଖଣା
ତେଢ଼ା ତେଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତେଢ଼ା ତେଢ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରସ୍ପର କଥାକୁ ଅବଜ୍ଞା କରିବା; ଠେଁସା— ଠେଁସି; ଅନ୍ୟୋନ୍ୟ ପ୍ରତି ରୁକ୍ଷ ବାକ୍ୟ ପ୍ରୟୋଗ କରିବା —Mutual disagreement or quarrel.
(ଯଥା—ଯେଉଁ ଘରେ ସାଆନ୍ତ ସାଆନ୍ତାଣୀଙ୍କର ସବୁବେଳେ ତେଢ଼ା ତେଢ଼ି ଲାଗେ ସେ ଘରେ ନଉକର ଚାକରଙ୍କ ହିନସ୍ତା କହିଲେ ନ ସରେ)