ତେଢ଼ିବା
ଦେଖଣା
ତେଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ତିର୍ଯ୍ୟକ୍)
[ସମ୍ପାଦନା]- ୧. (ପ୍ରଭୁ ଓ ଗୁରୁଜନଙ୍କ କଥାକୁ) ଅବଜ୍ଞା କରିବା; ନ ମାନିବା —୧. To disobeey; to disregard (a superior's words.)
- ୨. ଯବାନ ଦେବା; ପ୍ରଭୁ ବା ଗୁରୁଜନଙ୍କ କଥାରେ ଅବଜ୍ଞା— ସୁଚକ ଉତ୍ତର ଦେବା —୨. To give insubordinate replies to a superior's command.
- ୩. ମେଳ ନ ଖାଇବା —୩. To disagree; to jar.
(ଯଥା—ଏ କବାଟଟା ଚଉକାଠକୁ ତେଢୁଛି)
- ୪. ଠେସିଁବା —୪. To push.