Jump to content

ତେଢ଼ି ଦେବା

ଉଇକିଅଭିଧାନ‌ରୁ

ତେଢ଼ି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଅମାନ୍ୟ କରିବା; ନ ମାନିବା; ବେଖାତିର କରିବା —୧. To disobey to disregard.
୨. ଘଉଡ଼ି ଦେବା; ତଡ଼ି ଦେବା — ୨. To drive away.