Jump to content

ତେଣର

ଉଇକିଅଭିଧାନ‌ରୁ

ତେଣର

ଉଚ୍ଚାରଣ

[ସମ୍ପାଦନା]

(ଏଣର—ବିପରୀତ)

ଅନୁବାଦ

[ସମ୍ପାଦନା]

(ତେଣିକା, ତେଣକାର—ଅନ୍ୟରୂପ)

ଦେଶଜ - ସର୍ବନାମ (ସଂସ୍କୃତ - ୬ଷ୍ଠୀ ବିଭକ୍ତି)

[ସମ୍ପାଦନା]
୧. ସେହି ଆଡ଼ର —୧. Of that place or side.
୨. ତତ୍ ସମ୍ୱନ୍ଧୀୟ —୨. Pertaining to that.