ତେଣିକି
ଦେଖଣା
ତେଣିକି
ଉଚ୍ଚାରଣ
[ସମ୍ପାଦନା](ଏଣିକି—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ସେହି ଦିଗକୁ —୧. To that side.
- ୨. ସେହି ଆଡ଼କୁ —୨. To that quarter.
ତେମନ୍ତ ରଲ ଲାଗିବାର ତେଣିକି ଥାଉ ରାଧାନାଥ. ବିବେକୀ
- ୩. ସେହି ସ୍ଥାନକୁ —୩. To that place.
ଯାହା ଗଲାଣି ତା ଯାଉ ତେଣିକି ବନ୍ଧ ବାନ୍ଧିଥାଅ ପାଣି ରହୁ ଏଣିକି ଢ଼ଗ
- ୪. ତତ୍ପରେ —୪. After that.