Jump to content

ତେଣୁ

ଉଇକିଅଭିଧାନ‌ରୁ

ତେଣୁ

ଉଚ୍ଚାରଣ

[ସମ୍ପାଦନା]

(ତେଣୁଁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ସେହିଆଡ଼ୁ; ସେହିଦିଗରୁ —୧. From that
୨. ବିପରୀତ ଦିଗରୁ —୨. From opposite direction.

(ଏଣୁ ପଠଉଣୀ ତେଣୁ ପଠାଣ— କାଞ୍ଜିକି ବୋଇଲେ ପଢ୍ କୁରାଣ—କାଞ୍ଜଗୀତ)

୩. ତେଣୁକରି (ଦେଖ) - ୩. Teṇukari (See)