ତେଣୁକରି
(ଏଣୁ କରି—ବିପରୀତ)
ସେହି ହେତୁରୁ; ସେହି କାରଣରୁ — For that reason; therofore.
ବିଷୟ ଅନ୍ତରେ ମନ ନ ଗମିବା ପାଇଁ ତେଣୁ କରି ମଧ୍ୟରେ ଅନ୍ତର ରଖି ନାହିଁ ଶିଶୁଶଙ୍କର ଭାଷା ଅଭିଳାଷ