Jump to content

ତେଣେ

ଉଇକିଅଭିଧାନ‌ରୁ

ତେଣେ

ଉଚ୍ଚାରଣ

[ସମ୍ପାଦନା]

(ଏଣେ—ବିପରୀତ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ସେହି ଆଡ଼େ —୧. In that side.
୨. ସେହି ବିଷୟରେ —୨. In that matter.

ତେଣେ ସଂଶୟ ନାହିଁ ମୋର ସକଳେ କୃଷ୍ଣ କଥା କର ଜଗନ୍ନାଥ. ଭାଗବତ


୩. ଅପର ପକ୍ଷରେ —୩. On the contrary.
୪. ସେହିଠାରେ; ସେହି ଅଞ୍ଚଳରେ — ୪. In that quarter; there.
୫. ବିପରୀତ ଦିଗରେ —୫. In opposite derection.

ଏଣେ ବଢ଼ଭଣୀ ତେଣେ ବଢ଼େଇ କାଞ୍ଜିକି ବୋଇଲେ ଫୋଡ଼ ସଢ଼େଇ କାଞ୍ଜିଗୀତ

୬. ପରନ୍ତୁ —୬. Moreover; on the other hand.