ତେଣ୍ଟଈ
ଦେଖଣା
ତେଣ୍ଟଈ
ଉଚ୍ଚାରଣ
[ସମ୍ପାଦନା](ତେଣ୍ଟୋଈ—ଅନ୍ୟ୍ୟରୂପ)
(ତେଣ୍ଟା, ତେଣ୍ଟୁଆ—ପୁଂ)
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. କଳିହୁଡ଼ୀ ସ୍ତ୍ରୀ — ୧. Vixen; virage.
- ୨. ଏକ ଯିଦିଆ ସ୍ତ୍ରୀ —୨. Obstinate (women); pertionacious.
- ୩. ତେଣ୍ଟେଈ; ନିର୍ଲଜ୍ଜା — ୩. Indecent; indecorous (woman) immodest.
- ୪. ଯେଉଁ ସ୍ତ୍ରୀର ଗୋଡ଼ ନଳ ପରି ସରୁ ଓ ଲମ୍ୱା; ନଳି— ଗୋଡ଼ୀ (ସ୍ତ୍ରୀ) —୪. A longlegged women.
- ୫. ଜଞ୍ଜାଳୀ (ସ୍ତ୍ରୀ) — ୫. Noisy (women), pugnacious.
- ୬. ଧୃଷ୍ଟା —୫. Impudent (woman)
- ୭. କଳୀହୁଡ଼ୀ —୭. Quareelsome (woman).
ବିଶେଷ୍ୟ -
[ସମ୍ପାଦନା]ଟିଟ୍ଟିଭ (ଦେଖ) - — Ṭiṭṭibha (See)