Jump to content

ତେଣ୍ଟା

ଉଇକିଅଭିଧାନ‌ରୁ

ତେଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କଣ୍ଟକ)

[ସମ୍ପାଦନା]
୧. ବଡ଼ ମାଛକୁ ବିନ୍ଧ କରିବା ନିମନ୍ତେ ବ୍ୟବହୃତ ମୁନିଆଁ ଶସ୍ତ୍ର; ମୁନା — ୧. A harpoon.
୨. କଷ୍ଟ; ଦୁଃଖ —୨. Trouble.
୩. ତଣ୍ଟା; ଜଞ୍ଜାଳ; ହେଙ୍ଗାମା; ଅଡ଼ୁଆ — ୩. Confusion; complication.
୪. ଆପଦ୍ —୪. Crisis; danger.
୫. ତେଣ୍ଟା ବାଡ଼ି (ଦେଖ) - — ୫. Teṇṭābāṟḍ̠i (See)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଫୁ (ସଂସ୍କୃତ - ଧୃଷ୍ଟ)

[ସମ୍ପାଦନା]

ଚେଷ୍ଟା (ଦେଖ) - Cheṇṭā (See)

ଅଳପ ତେଣ୍ଟା ମାଇପ ଗେଣ୍ଟା ମଠୁଆ ବଳଦ ଯାର ଯମ ଘର ଯାଇ ବିଶେଷ୍ୟ - ଫଳ ହେବ ନିଜି ମରଣ ତାର—ଢ଼ଗ