ତେଣ୍ଟୁଆ
ଦେଖଣା
ତେଣ୍ଟୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟିଟ୍ଟିଭ)
[ସମ୍ପାଦନା]ଟିଟ୍ଟିଭ (ଦେଖ) - Tiṭṭibha (See)
ଅନୁବାଦ
[ସମ୍ପାଦନା](ତେଣ୍ଟା(ଣ୍ଟେ)ଈ—ସ୍ତ୍ରୀ)
ବିଶେଷଣ - ଫୁ (ସଂସ୍କୃତ - ଧୃଷ୍ଟ; ଶଠ)
[ସମ୍ପାଦନା]- ୧. କଳିହୁଡ଼ା — ୧. Quarrelsome.
- ୨. ଜଞ୍ଜାଳିଆ —୨. Noisy; pertinacious
- ୩. ଏକଜିଦିଆ —୩. Obstinate.
- ୪. ତେଣ୍ଟା (ଦେଖ) - — ୪. Cheṇṭā (See).