ତେଣ୍ଡାଖୁଣ୍ଟି
(ତେଣ୍ଡାଖମ୍ୱ—ଅନ୍ୟରୂପ)
ଯେଉଁ ଚାରି ଗୋଟି ଖୁଣ୍ଟ ଉପରେ ବନ୍ଧା ହୋଇଥିବା ଭାଡ଼ିରେ ମନୁଷ୍ୟ ଠିଆ ହୋଇ ତେଣ୍ଡାକୁ ପରିଚାଳିତ କରି ପାଣି ଉଠାଏ —The four pillars on the scaffoalding of which stajnds the man who works the water-lifting crane.