Jump to content

ତେଣ୍ଡା ମାରିବା

ଉଇକିଅଭିଧାନ‌ରୁ

ତେଣ୍ଡା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଗଭୀର ଜଳାଶୟରୁ ଉପରକୁ ପାଣି ଉଠାଇବା ନିମନ୍ତେ ତେଣ୍ଡା ଯନ୍ତ୍ରର ଭିନ୍ନ ଭିନ୍ନ ଅଂଶମାନ ବସାଇବା —To set up a crane-contri vance for lifting water from deep places.



ତେଣ୍ଡା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ଉଚ୍ଚ ସ୍ଥାନକୁ ପାଣି ବୋହିବାକୁ ଜଳାଶୟର କୃଳରେ ବାଉଁଶ. ଖୁଣ୍ଟ ପ୍ରଭୂତି ପୋତି ଓ ଅନ୍ୟାନ୍ୟ ଉପକରଣମାନ ଠିକ୍ କରି ସଜାଡ଼ି ରଖିବା