ତେଣ୍ଡିବା
ଦେଖଣା
ତେଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତେଣ୍ଡିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତେଣ୍ଡାଦ୍ୱାରା ପାଣି ଉଠାଇ ଢାଳିବା — ୧. To irrigate or pour down water by means of a lifting crane.
ନଦୀରୁ ପାଣି ତେଣ୍ଡାଇ ତେଣ୍ଡାଳ—ହାରିବା ଦାସ, ପରଚେଗୀତା
- ୨. ଜଳୀୟ ପଦାର୍ଥକୁ ବେଶି ପରିମାଣରେ ଢକ୍ଢକ୍ କରି ପିଇବା —୨. To gulp down a big quantily' of any liquid.
(ଯଥା—ମୁଁ ଭାରି ଶୋଷେଇ ଥିଲି, କଂସାଏ ତୋଡ଼ଣୀ ଡେଣ୍ଡି ଦେଲି)
- ୩. ଜାଳୀୟ ପଦାର୍ଥକୁ ନାକବାଟେ ଶୋଷିବା — ୩. To suck any liquid through the nostrils.