ତେଣ୍ଡେଇବା
ଦେଖଣା
ତେଣ୍ଡେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତେଣ୍ଡିବା କ୍ରିୟାର ଣିଜନ୍ତରୂପ — ୧. The causative form of Ṭeṇḍibā
- ୨. ତେଣ୍ଡାଦ୍ୱାରା ପାଣି ଉଠାଇ ଲୋଦାରେ ଢାଳିବା; ତେଣ୍ଡିବା — ୨. To pour down water on the receiving channel after lifting it by means of a crane-contrivance.
- ୩. ଜଳୀୟ ପଦାର୍ଥ ଅନ୍ୟ ବ୍ୟକ୍ତିର ପାଟିରେ ବେଶି ପରିମାଣରେ ଢାଳିବା —୩. To pour down profusely any liquid in to the mouth of another person.
(ଯଥା—କଟୁ ପାଚନକୁ ମା ଶିଶୁକୁ ତେଣ୍ଡାଇ ଦେଲେ)