ତେତମା
ଦେଖଣା
ତେତମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତେତାମ୍ୱା; ଆ ତିତିମ୍ମ=ଅବଶିଷ୍ଟ ଅଂଶ)
[ସମ୍ପାଦନା]- ୧. ଅଡ଼ୁଆ; ଗୋଳମାଳ — ୧. Confusion; complication.
- ୨. କଳହ; ବିବାଦ —୨. Quarrel; dispute.
(ଯଥା—ମହାଜନ ଖାତକ ସଙ୍ଗେ ତେତମା ଲଗାଇ ସୁଧ ବାବଦରେ ଅନେକ ଟଙ୍କା ନେଇଗଲା)
- ୩. ଅବଶିଷ୍ଟ ରହି ଯାଇଥିବା ଅଂଶ — ୩. Remnant; remains.
- ୪. ପୁସ୍ତକର ପିରଶିଷ୍ଟ — ୪. Appendix to a book; supplement.
ବିଶେଷଣ -
[ସମ୍ପାଦନା]- ୧. ଅବଶିଷ୍ଟ; ବଳିଥିବା —୧. Remaining.
- ୨. ବାଜେ; ମୁତଫର୍କା —୨. Miseellaneous.
- ୩. ବୃଥା —୩. Vain; frutless; useless.
- ୪. ସଂକ୍ଷିପ୍ତ; ଚୁମ୍ୱକ —୪. Concise.
(ଯଥା—ଜମିଦାରି ଅସୁଲସଂକ୍ରାନ୍ତ ତେତମା କାଗଜ ଶ୍ରୀଘ୍ରଁ ଦାଖଲ ନ କଲେ ତହସିଲଦାରକୁ ବରଖାସ୍ତ କରାଯିବା)