Jump to content

ତେତିକି

ଉଇକିଅଭିଧାନ‌ରୁ

ତେତିକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. କ୍ରି. ବିଶେଷଣ - ଓ ସର୍ବନାମ. (ସଂସ୍କୃତ - ତତ୍; ତାବତ୍)

[ସମ୍ପାଦନା]
୧. ସେହି ପରିମାଣ; ତନ୍ନାତ୍ର; ସେତିକି — ୧. That much.


ଅନୁବାଦ

[ସମ୍ପାଦନା]

(ଏତିକି—ବିପରୀତ)

୨. ସେହି ପରିମିତି; ତେତେ; ସେତେ; ସେହି ପରିମାଣରେ —୨. So much.

ଅବନୀରେ ପଶୁ ଯେ ଅଛନ୍ତି ଯେତିକି ଅଛନ୍ତି ପୁଣ୍ୟ ଲୋକ ତୁମ୍ଭର ତେତିକି କୃଷ୍ଣସିଂହ. ମହାଭାରତ. ଆଦି