ତେତେନା ତେନାତେ
ରାଗିଣୀର ସ୍ୱରବିଶେଷ — A refrain in singing.
ଭଙ୍କାର ଆଳପି ରାଗ ସଞ୍ଚରେ ତେତେନା ତେନାତେ ତାନ ଉଚ୍ଚାରେ ପ୍ରାଚୀ. ରହସ୍ୟମଞ୍ଚରୀ