Jump to content

ତେବେ

ଉଇକିଅଭିଧାନ‌ରୁ

ତେବେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ତାବତ୍; ତଦା; ପ୍ରା—ତାବ)

[ସମ୍ପାଦନା]
୧. ସେହି ସମୟରେ —୧. At that time.
୨. ତଥା; ତାହାହେଲେ — ୨. Then; in that case.

ବସୁମାନ ବୋଇଲେ କିଣିବା ଇଚ୍ଛା ଯେବେ, ନ କରୁଛ ଦତ୍ତ କରି ମୁଂ ଦେଲି ତେବେ କୃଷ୍ଣସିଂହ. ମହାଭାରତ. ଆଦି

୩. ତା ପରେ —୩. After; thereafter.