Jump to content

ତେବେହେଲେ

ଉଇକିଅଭିଧାନ‌ରୁ

ତେବେହେଲେ

ଉଚ୍ଚାରଣ

[ସମ୍ପାଦନା]

(ତେବେଇ, ତେବେବି, ତେବେତ୍ତ, ତେବେସୁଦ୍ଧା, ତେବେହେଁ— ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ତାବତହି)

[ସମ୍ପାଦନା]
୧. ତଥାପି — ୧. Then.

ଅରଜୁନ ବୋଲିବା ବଚନ ସହିଲା ତେବେହେଲେ ସେ ଜୟଦ୍ରଥ ନ ରହିଲା କୃଷ୍ଣସିଂହ; ମହାଭାରତ. ବନ

୨. ତାହାହେଲେ ମଧ୍ୟ — ୨. Then even; that also.