ତେମନ୍ତ
(ତେମନ୍ତି; ତେମନ୍ତେ—ଅନ୍ୟରୂପ)
ସେହିପରି; ସେହିପ୍ରକାରେ — In that manner; such like.
ତେମନ୍ତ ହେଲେ ତାଙ୍କୁ ଚିହ୍ନି ନ ପାରିଲେ କୃଷ୍ଣସିଂହ. ମହାଭାରତ୍ ବନ