ତେରଅଙ୍କ
ଦେଖଣା
ତେରଅଙ୍କ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ୧୩: ରାଶି ବା ୧୩: ସଂଖ୍ୟା — ୧. The number of figure ୧୩.
- ୨. ଉତ୍କଳୀୟ (ବର୍ତ୍ତମାନ ପୂରୀର) ରାଜାଙ୍କ ସିଂହାସନା ରୋହଣର ଅଙ୍କ ଗଣନା ଅନୁସାରେ ଯେଉଁ ବର୍ଷ ୧୩: ଗଣାଯାଏ —୧. A year of the regime of the kings of ancient Orissa (now of the Raja of Puri) Which is computed according to a special calculation as a thirteen.
- ୩. ୧୩: ସଂଖ୍ୟା ଯୁକ୍ତ ସନ —୩. A year containing the figure ୧୩ in it.
(ଯଥା—ସ୍ନ ୧୨୧୩: ସାଲ, ସନ ୧୯୧୩: ସାଲ ଇତ୍ୟାଦି)