Jump to content

ତେରଛାଇ

ଉଇକିଅଭିଧାନ‌ରୁ

ତେରଛାଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ବକ୍ର କରି; ବକ୍ର ଭାବରେ — In a sidelong manner; crookedly.

ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି ଦଳାଇ. ଗୋପୀଭାଷା