ତେରଜମିଳାଇବା
ତେରଜମିଳାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଜମାଖରଚଆଦି ହିସାବରେ ବାଆଁଆଡ଼ୁ ଡାହାଣକୁ ଧାଡ଼ି ମୂଳିଆ ହୋଇ ଲେଖାଥିବା ସଂଖ୍ୟାମାନଙ୍କୁ ଯୋଗ କରି ଉକ୍ତ ଯୋଗଫଳ ମାନଙ୍କ ସଙ୍ଗେ ଉପରୁ ତଳକୁ ସ୍ତମ୍ୱାକାରରେ ଲେଖା ହୋଇଥିବା ସଂଖ୍ୟାମାନଙ୍କ ଯୋଗଫଳମାନ ମେଳ ଖାଉଛି କି ନାହିଁ ଗଣନାଦ୍ୱାରା ଏହା ସ୍ଥିର କରିବା —To square up a statement by causing the totals of the figures of the different columns and lines tally with each other.
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ଉଦାହରଣରେ ରେଖାକାରରେ ଲିଖିତ ସଂଖ୍ୟାମାନଙ୍କ ସଙ୍ଗେ ସ୍ତାମ୍ଭାକାରରେ ନିଖିତ ସଖ୍ୟାମାନଙ୍କରେ ସମଷ୍ଟି ମେଳ ଖାଇବାର ଦେଖାଷାଉଅଛି ଧାଡ଼ିବାଗରେ ଲେଖାଥିବା ସଂଖ୍ୟାମାନଙ୍କ ସମଷ୍ଟି ସଙ୍ଗେ ସ୍ତମ୍ଭାକାରରେ ଲେଖାଥିବା ସମଷ୍ଟି ମେଳ ଖାଉଅଛି ଏହାକୁ ତେରଜ ମିଳାଇବା ବୋଲାଯାଏ ଯେବେ ଏ ସଂଖ୍ୟା ମଧ୍ୟରୁ କୌଣସିଠାରେ ଗୋଟିଏ ସଂଖ୍ୟା ଭୁଲ ହୋଇ ଲେଖା ହୋଇଥାନ୍ତା ତେବେ ତେରଜ ମିଳନ୍ତା ନାହିଁ କୌଣସି ହିସାବ ଠିକ୍ ଅଛି କି ନାହିଁ ଏହା ଜାଣିବା ପାଇଁ ତେରଜ ମିଳାଇବା ଦରକାର; ଯେବେ ଦୁଇ ପ୍ରକାରେ କରାଯାଇଥିବା ସମଷ୍ଟି ସମାନ ଥିବାର ଦେଖାଯିବ ତେବେ ହିସାବ ଠିକ ଅଛି; ଯେବେ ସମାନ ଥିବାର ଦେଖା ନ ଯିବ ତେବେ ଏ ହିସାବରେ ଭୂଲ ଅଛି ବୋଲି ଜାଣିବାକୁ ହେବ ଏଠାରେ ଦିଆଯିବା ଷ୍ଟେଟମେଣ୍ଟେବେ ରେଖାଭାବରେ ଲେଖା ଥିବା ସଂଖ୍ୟାମାନଙ୍କର ସମଷ୍ଟି ଗୁଡ଼ିକ ଟୋଟାଲ କଲେ ୬୬: ହୁଅନ୍ତା, କିନ୍ତୁ ସ୍ତମ୍ଭାକାରରେ ସମଷ୍ଟି କରାଯାଇଥିବା ସଂଅଖୟାମାନଙ୍କ ଯୋଗଫଳ ୬୬: ନ ହେଇ ଥାଆନ୍ତା ତେବେ ତେରଜ ମିଳି ନ ଥାନ୍ତା]
୧+୨+୩+୪+୫=୧୫ ୨+୩+୪+୫+୬=୨୦ ୪+୫+୬+୭+୯=୩୧ ୭+୧୦+୧୩+୧୬+୨୦=୬୬: