Jump to content

ତେରିମେରି

ଉଇକିଅଭିଧାନ‌ରୁ

ତେରିମେରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାର୍ସୀ ଓ ଉର୍ଦ୍ଦ; ତେରି=ତୋର; ମେରି=ମୋର)

[ସମ୍ପାଦନା]
୧. କ୍ରୋଧପରବଶ ହେଇଥିବା ବ୍ୟକ୍ତିର ହିନ୍ଧୁସ୍ଥାନୀ ଭାଷା ବ୍ୟବହାର — ୧. Use of Hindustanee terms in a fit of anger.

[ଦ୍ରଷ୍ଟବ୍ୟ —ସମ୍ଭବତଃ ହିନ୍ଦୁସ୍ଥାନୀ ଉର୍ଦ୍ଦୁଭାଷା ଭାରତର ମୁସଲମାନ ଓ ରାଜପୁତ୍ ମାନଙ୍କ ବ୍ୟବହୃତ ଭାଷା ଥିବାରୁ ଓ ସେମାନେ ବୀର ଜାତି ବୋଲି ଓଡ଼ିଶାରେ ପରିଚିତଥିବାରୁ ଓଡ଼ିଆମାନେ କ୍ରୃଦ୍ଧ ହେଲା ବେଳେ ତାଙ୍କ ମୁହଁରୁ ହିନ୍ଦୁସ୍ଥାନୀ ଭାଷା ବାହାରି ପଡ଼େ ବଙ୍ଗ ଦେଶରେ ମଧ୍ୟ ଏ ଲକ୍ଷିତ ହୁଏ ଓ ବଙ୍ଗଳାରେ ମଧ୍ୟ ତେରିମେରିର ଏହି ଅର୍ଥ ଚଳେ]

୨. କର୍କଶ ବାକ୍ୟ ପ୍ରୟୋଗ —୨. The use of harsh word.
୩. ତୁ ତାରେ ରା ବା ତୁକାର ଭାଷାର ପ୍ରୟୋଗ — ୩. Use of uncouth or derogatory language.
୪. ତୋର ଓ ମୋର —୪. Your and mine.