Jump to content

ତେରିମେରି ବତେଇବା

ଉଇକିଅଭିଧାନ‌ରୁ

ତେରିମେରି ବତେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୁବାକ୍ୟରେ ଗାଳିଦେବା — ୧. To abuse in filthy language.
୨. ଅବଜ୍ଞାସୁଚକ ଉତ୍ତର ଦେବା —୨. To give impertinent reply.