Jump to content

ତେରେଣ୍ଡା

ଉଇକିଅଭିଧାନ‌ରୁ

ତେରେଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତରଣ୍ଡ)—ତରଣ୍ଡା, ତରଣ୍ଡୀ)

[ସମ୍ପାଦନା]

ବନସି ସୂତାରେ ଲାଗିଥିବା ମୟୂର କାଠି ବା ସୋହ୍ଲ — A float of a fishing line.

[ଦ୍ରଷ୍ଟବ୍ୟ —ଯେଉଁ ଜଳାଶୟରେ ବଲସି ପକାଇବାକୁ ହୁଏ ସେ ଜଳାଶୟର ଗଭୀରତାକୁ ଚାହିଁ ବନିସି ଡୋରିରେ ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନସି ଥୋପ ଗିଳିଲେ ଏହି କାଠି ବୁଡ଼ିଯାଏ ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନସିକୁ ଉପରକୁ ଟାଣି ଆଣନ୍ତି]