ତେଲକାପଡ଼ା
ଦେଖଣା
ତେଲକାପଡ଼ା
ଉଚ୍ଚାରଣ
[ସମ୍ପାଦନା](ତେଲକାପଡ଼ା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଳ ଓ କର୍ପଟ)
[ସମ୍ପାଦନା]ରାଜା ଆଦିଙ୍କ ଶବକୁ କିଛିଦିନ ରଖିବାକୁ ହେଲେ ତାହା ସଢ଼ି ନ ଯିବା ବା ଦୁର୍ଗନ୍ଧ ଯୁକ୍ତ ନ ହେବା ଉଦ୍ଦେଶ୍ୟରେ ତାକୁ ତୈଳାକ୍ତ ଲୁଗାଦ୍ୱାରା ଗୁଡ଼ାଇବାର ରୀତି —The process of preserving the dead body of Rajas and big people by winding pieces of cloth steeped in oil around it.
[ଦ୍ରଷ୍ଟବ୍ୟ —ରାଜ୍ୟର ଉତ୍ତରାଧିକାରୀ ରାଜ୍ୟକୁ ଆସିତାର ବିଳମ୍ୱ ଥିଲେ ତାଙ୍କ ଅନୁପସ୍ଥିତିରେ ମୃତ ରାଜାମାନଙ୍କ ଶବକୁ ତେଲ କାପଡ଼ା କରି କିଛି ସମୟ ରଖାଯିବାର ବିଧି ଅଛି]