Jump to content

ତେଲଙ୍ଗା

ଉଇକିଅଭିଧାନ‌ରୁ

ତେଲଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ତେଲଙ୍ଗାଣୀ,ତେଲଙ୍ଗିଆଣୀ,ସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ (ସଂସ୍କୃତ - ତ୍ରୈଲିଙ୍ଗ; ତ୍ରିକଳିଙ୍ଗ)

[ସମ୍ପାଦନା]
୧. ଦକ୍ଷିଣ ଭାରତର ଦେଶବିଶେଷ; ଆନ୍ଧ୍ର ଦେଶ; ଉତ୍କଳର ଦକ୍ଷିଣ କର୍ଣ୍ଣାଟ ଉପକୁଳସ୍ଥ ଦେଶ — ୧. The Telgu country; the Carntic.
୨. ଦକ୍ଷିଣ ଭାରତୀୟ ଜାତିବିଶେଷ — ୨. The telagu people.
୩. ତ୍ରୈଲିଙ୍ଗ ଜାତୀୟ ବ୍ୟକ୍ତି —୩. A telgu.
୪. ତ୍ରୈଲିଙ୍ଗ ଭାଷା —୪. The telgu language.

ବିଶେଷଣ -

[ସମ୍ପାଦନା]

ତ୍ରୈଲିଙ୍ଗ ଦେଶୀୟ —Pertaining to the Telgu country, language or people.