Jump to content

ତେଲଚିକିଟ

ଉଇକିଅଭିଧାନ‌ରୁ

ତେଲଚିକିଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତେଲଚିକଟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତୈଳ ଲାଗିବାଯୋଗୁଁ ବସ୍ତ୍ରାଦିର ବର୍ଣ୍ଣର ମଳିନତା —୧. Greasiness; discolouring due to a cloth being smeared with oil.
୨. ତୈଳଲେପ ଯୋଗୁଁ କୋଣସି ବସ୍ତୁରେ ଉତ୍ପାଦିତ ଚିକ୍ଣତା —୨. Oiliness; brightness due to application of oil over a thing; a state of being too much oiled.

ବିଶେଷଣ -

[ସମ୍ପାଦନା]

ତୈଳାକ୍ତ ହେବାରୁ ମଳିନତା ପ୍ରାପ୍ତ — Discoloured by the application of too much oil; greasy with oil; soiled with oil.