Jump to content

ତେଲିଆ

ଉଇକିଅଭିଧାନ‌ରୁ

ତେଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତିଲୁଆ (ଦେଖ) - Tiluā (See)

ବିଶେଷଣ -

[ସମ୍ପାଦନା]
୧. ତୈଳାକ୍ତ —୧. Oily; greasy.
୨. ତୈଳସ୍ୱାଦଯୁକ୍ତ —Having an oily taste.


୩. ଯେ ଦେହରେ ତେଲ ଲଗାଇ ଥାଏ — ୩. Steeped with or annointed with oil.

ତେଲିଆ ମୁଣ୍ଡରେ ତେଲ—ଢଗ

୪. ଚିକ୍କଣିଆ —୪. Smooth.
୫. ଯହିଁରେ ତୈଳ ଅଧିକ ପରିମାଣରେ ଅଛି — ୫. Abounding in oil.