Jump to content

ତେଲିଆ କନ୍ଦ

ଉଇକିଅଭିଧାନ‌ରୁ

ତେଲିଆ କନ୍ଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଳୁକନ୍ଦ)

[ସମ୍ପାଦନା]

ଏକପ୍ରକାର ବନ୍ୟ ଲତାର ମୂଳ —A kind of wild root.

[ଦ୍ରଷ୍ଟବ୍ୟ —ଏ ଲତା ଯେଉଁ ସ୍ଥାନରେ ଉଠେ ସେ ସ୍ଥାନ ଚାରିପାଖ ତେଲିଆ ଦେଖାଯାଏ ଏହା ବାତ, ଅପସ୍ମାର, ବିଷ, ଦେହ ଫୁଲା ଓ ଚର୍ମରୋଗର ଉପକାରୀ ଓ ପାରାକୁ ଏହା ଗାଢ଼ କରିଦିଏ]