ତେଲିଆ ସାରୁ
ଦେଖଣା
ତେଲିଆ ସାରୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ବେଶି ଲାଳଯୁକ୍ତ ଚିକ୍କଣିଆ ସାରୁ — A kind of taro.
[ଦ୍ରଷ୍ଟବ୍ୟ —ଏ ସାରୁ ଖରା ଦିନେ ଓ ବର୍ଷା ଆରମ୍ଭରେ ଖୋଳା— ଯାଏ ଏହାର ଗଛର ନାଡ଼ି ଓ ପତ୍ର କଳା ଥିବାରୁ ଏହା ତୈଳାକ୍ତ ଦେଖାଯାଏଧଳା ସାରୁକୁ 'ଝଙ୍କଡ଼ା' ସାରୁ ବୋଲା— ଯାଏ ଯେଉଁ ସାରୁ ଶୀତ ଦିନେ ଖୋଳାଯାଏ ତାକୁ ମୁକ୍ତାକେରୀ ବା ଶାରଦୀୟା ସାରୁ ବୋଲାଯାଏ ଖରା ଓ ବର୍ଷା ଦିନେ ଖୋଳା— ଯିବା ସାରୁକୁ ଚିଆଳିଆ ବା ତେଲିଆ ସାରୁ ବୋଲାଯାଏ]